Aman Prem avatar

କମୁଛି କରୋନା କୋପ: ରାଜ୍ୟରୁ କରୋନାରେ ଆଖି ବୁଜିଲେ ୪ ଆକ୍ରାନ୍ତ

amanprem

Published: 22 Sept 2021 › Updated: 22 Sept 2021କମୁଛି କରୋନା କୋପ: ରାଜ୍ୟରୁ କରୋନାରେ ଆଖି ବୁଜିଲେ ୪ ଆକ୍ରାନ୍ତ

କମୁଛି କରୋନା କୋପ: ରାଜ୍ୟରୁ କରୋନାରେ ଆଖି ବୁଜିଲେ ୪ ଆକ୍ରାନ୍ତ

ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ପୂର୍ବପେକ୍ଷା ଏବେ ମୃତ୍ୟୁ ସଂଖ୍ୟାରେ ହ୍ରାସ ପାଉଛି । ଯାହାଫଳରେ ଦୈନିକ ମୃତ୍ୟୁସଂଖ୍ୟା ସିଧାସଳଖ ୧୦ ତଳକୁ ଖସିଛି । ସେହିଅନୁଯାୟୀ ଗୋଟେଦିନରେ ରାଜ୍ୟରୁ କରୋନାରେ ୪ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାପରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୧୫୦ ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ମୃତକଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା , ନୟାଗଡ଼, ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Leave କମୁଛି କରୋନା କୋପ: ରାଜ୍ୟରୁ କରୋନାରେ ଆଖି ବୁଜିଲେ ୪ ଆକ୍ରାନ୍ତ to:

Written by

A builder by Profession and a photographer by Passion. Success to me is about imagination. Co-founder of Tilted Lens...Founder of ATR News

Read more #atrnews-odishacoronadeath posts


Best Posts From Aman Prem

We have not curated any of amanprem's posts yet. But you can encourage our curation team to review posts by visiting them regularly and by referring other readers. Because we give priority to frequently read content.

More Posts From Aman Prem