Published: 01 Jan 2020 › Updated: 01 Jan 2020
ସିଡିଏସ ପଦ ସମ୍ଭାଳିଲେ ଜେନେରାଲ ବିପିନ୍ ରାୱତ, ଯବାନଙ୍କ ପକ୍ଷରୁ ଗାର୍ଡ ଅଫ୍ ହନର୍
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ପଦଭାର ଗ୍ରହଣ କରିଛନ୍ତି ଜେନେରାଲ ବିପିନ୍ ରାୱତ । ଏହାପୂର୍ବରୁ ଯବାନମାନେ ଆଜି ରକ୍ଷାମନ୍ତ୍ରାଳୟରେ ତାଙ୍କୁ ଗାର୍ଡ ଅଫ୍ ହନର ଦେଇଛନ୍ତି । ଏହାସହିତ ବିପିନ୍ ରାୱତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ପହଁଚି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି କି ତିନି କ୍ଷେତ୍ରର ସେନାଙ୍କୁ ଏକତ୍ର କରାଇବାକୁ ପ୍ରୟାସ କରିବେ । ଏହି ତିନି ସେନା ଏକତ୍ର ହୋଇ ଗୋଟେ ଟିମ୍ ଭଳି କାମ କରିବେ । ଯବାନମାନେ ସର୍ବଦା ରାଜନୀତିରୁ ଦୂରେଇ ରହିଥାନ୍ତି । ସେମାନେ କେବଳ ସରକାରଙ୍କ ଆଦେଶ ଅନୁଯାୟୀ କାମ କରିଥାନ୍ତି । ତିନି ସେନାଙ୍କ ପ୍ରତି ମୋ ବ୍ୟବହାର ସମାନ ରହିବ ।
ସିଡିଏସଙ୍କ ନୂତନ ବର୍ଦି ତିଆରି ହୋଇଯାଇଛି । ବର୍ଦିର ରଙ୍ଗ ପୂର୍ବ ଭଳି ଅଲିଭ୍ ଗ୍ରୀନ୍ ହେବ କିନ୍ତୁ ସେଥିରେ ବ୍ୟାଚ୍ ଏବଂ ଅନ୍ୟ ଜିନିଷ ସମ୍ପୂର୍ଣ୍ଣ ଅଲଗା ରହିବ । ଆଡିସନାଲ ଡାୟରେକ୍ଟର ଜେନେରାଲ ଅଫ୍ ପବ୍ଲିକ୍ ଇନଫରମେଶନ ପକ୍ଷରୁ ମଙ୍ଗଳବାର ଦିନ ବର୍ଦିରେ ଲାଗିବାକୁ ଥିବା ଜିନିଷର ଫଟୋ ସେୟାର କରିଛନ୍ତି ।
Leave ସିଡିଏସ ପଦ ସମ୍ଭାଳିଲେ ଜେନେରାଲ ବିପିନ୍ ରାୱତ, ଯବାନଙ୍କ ପକ୍ଷରୁ ଗାର୍ଡ ଅଫ୍ ହନର୍ to:
Read more #steempress posts
Best Posts From Aman Prem
We have not curated any of amanprem's posts yet. But you can encourage our curation team to review posts by visiting them regularly and by referring other readers. Because we give priority to frequently read content.
More Posts From Aman Prem
- The Tamanna Show -Episode -04 (Human Body)
- ଡିଜିଟାଲ ପ୍ଲାଟଫର୍ମରେ ଏହି ତାରିଖରେ ରିଲିଜ୍ ହେବ ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ ‘ସନକ’
- ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍
- ୟୁଟ୍ୟୁବର ବଡ ଘୋଷଣା, ଏଣିକି କୋଭିଡ ଟୀକା ସହ ଜଡିତ ଭୁଲ ତଥ୍ୟ ଉପରେ ହେବ କାର୍ଯ୍ୟକାରୀ
- ପିପିଲି ଉପନିର୍ବାଚନ: ଭୋଟ ଦେଲେ ୩ ରାଜନୈତିକ ଦଳର ପ୍ରାର୍ଥୀ
- ଦେଶରେ ଗୋଟେଦିନରେ ୨୩,୫୨୯ କରୋନା ମାମଲା ଚିହ୍ନଟ
- ରାଜ୍ୟରୁ ଗୋଟେଦିନରେ କରୋନାରେ ୬ ଜଣଙ୍କ ମୃତ୍ୟୁ
- ରାଜ୍ୟରୁ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୦୨ କରୋନା ରୋଗୀ
- ମୋଦି ସରକାରଙ୍କ ନିଷ୍ପତି, ରେଲୱେ ଦୁଇଟି ପ୍ରକଳ୍ପ ସମେତ ପିଏମ ପୋଷଣ ଯୋଜନାକୁ ମଞ୍ଜୁରୀ
- ଜାଣନ୍ତୁ କେବେଠୁ ଆରମ୍ଭ ନବରାତ୍ରୀ