Aman Prem avatar

ଫିଲିପାଇନ୍ସରେ ବାୟୁସେନା ସି-୧୩୦ ବିମାନ ଦୁର୍ଘଟଣାଗ୍ରସ୍ତ

amanprem

Published: 04 Jul 2021 › Updated: 04 Jul 2021ଫିଲିପାଇନ୍ସରେ ବାୟୁସେନା ସି-୧୩୦ ବିମାନ ଦୁର୍ଘଟଣାଗ୍ରସ୍ତ

ଫିଲିପାଇନ୍ସରେ ବାୟୁସେନା ସି-୧୩୦ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫିଲିପାଇନ୍ସରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଏହି ବିମାନରେ ଅତି କମରେ ୮୫ ଜଣ ଯାତ୍ରୀ ଥିଲେ। ଦକ୍ଷିଣ ଫିଲିପାଇନ୍ସରେ ଅବତରଣ କରିବା ସମୟରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜଳୁଥିବା ବିମାନର ଧ୍ୱଂସାବଶେଷରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଉଦ୍ଧାର କାର୍ୟ୍ୟ ଜାରି ରହିଛି।

ସି-୧୩୦ ବିମାନ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫିଲିପାଇନ୍ସର ସାମରିକ ମୁଖ୍ୟ କହିଛନ୍ତି ଯେ ବିମାନର ଧ୍ୱଂସାବଶେଷରୁ ଅତି କମରେ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଆହୁରୀ ଅଧିକ ଜୀବନ ବଞ୍ଚାଇବା ପାଇଁ ଆମେ ଚେଷ୍ଟା କରୁଛୁ ।

Leave ଫିଲିପାଇନ୍ସରେ ବାୟୁସେନା ସି-୧୩୦ ବିମାନ ଦୁର୍ଘଟଣାଗ୍ରସ୍ତ to:

Written by

A builder by Profession and a photographer by Passion. Success to me is about imagination. Co-founder of Tilted Lens...Founder of ATR News

Read more #atrnews posts


Best Posts From Aman Prem

We have not curated any of amanprem's posts yet. But you can encourage our curation team to review posts by visiting them regularly and by referring other readers. Because we give priority to frequently read content.

More Posts From Aman Prem