jreey198 avatar

ଶୁକ୍ରବାର କରନ୍ତୁ ମା’ଲକ୍ଷ୍ମୀଙ୍କ ପୂଜା, ଦୂର ହେବ ଦରିତ୍ରତା

jreey198

Published: 30 Nov 2024 › Updated: 30 Nov 2024ଶୁକ୍ରବାର କରନ୍ତୁ ମା’ଲକ୍ଷ୍ମୀଙ୍କ ପୂଜା, ଦୂର ହେବ ଦରିତ୍ରତା

ଶୁକ୍ରବାର କରନ୍ତୁ ମା’ଲକ୍ଷ୍ମୀଙ୍କ ପୂଜା, ଦୂର ହେବ ଦରିତ୍ରତା

ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଘରେ ସୁଖ-ସମୃଦ୍ଧି ଓ ଧନ ପ୍ରାପ୍ତି ପାଇଁ ପ୍ରତ୍ୟେକ ବ୍ୟକ୍ତି ମା ଲକ୍ଷ୍ମୀଙ୍କ ଉପାସନା କରିଥାନ୍ତି । ସେହିପରି ଧନ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର ଦିନ ତାଙ୍କର ପୂଜା କରିବା ଲାଭଦାୟକ ହୋଇଥାଏ । ମାନ୍ୟତାଅନୁସାରେ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପୂଜା ଏବଂ ଆରତୀ କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ବଳ ବତ୍ତର ରହିଥାଏ ଏବଂ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ । ସେଥିପାଇଁ ଯେଉଁ ବ୍ୟକ୍ତି ଆର୍ଥିକ ସମସ୍ୟାର ସମୁଖୀନ ହେଉଛନ୍ତି ସେମାନଙ୍କୁ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ୍ ।

ଏହାସହିତ ଶୁକ୍ରବାର ଦିନ କେଉଁ କାମ କଲେ ମା ଲକ୍ଷ୍ମୀଙ୍କ କୃପା ବଳବତ୍ତର ରହିବ, ଆସନ୍ତୁ ଜାଣିବା ।

  • ଶୁକ୍ରବାର ଦିନ ନାୟାରଣ ପାଠ କରନ୍ତୁ ମା ଲକ୍ଷ୍ମୀଙ୍କୁ ଖୀରୀ ଭୋଗ ଲଗାନ୍ତୁ ।
  • ମା ଲକ୍ଷ୍ମୀଙ୍କୁ ଲାଲ ବିନ୍ଦି, ସିନ୍ଦୁର, ଚୁନୁରୀ, ଚୁଡି ଆଦି ଶୁକ୍ରବାର ଦିନ ଅର୍ପଣ କରନ୍ତୁ ।
  • ଶୁକ୍ରବାର ଦିନ ଲାଲ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ଏହା ଶୁଭ ହାଇଥାଏ ।
  • ଚାଉଳ ପୁଟୁଳି କରି ହାତରେ ଧରି ଓମ୍ ଶ୍ରୀ ଶ୍ରୀୟେ ନମଃ ପାଞ୍ଚ ମାଳା ଜପନ୍ତୁ । ଏହାପରେ ସେହି ଚାଉଳ ପୋଟଳିକୁ ଆଲମିରାରେ ରଖି ଦିଅନ୍ତୁ, ଏହାଦ୍ୱାରା ମାଙ୍କ କୃପା ବଳବତ୍ତର ରହିବ ।
  • ଉାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପାଞ୍ଚଟି ଲାଲ ରଙ୍ଗର ଫୁଲ ନେଇ ମାତାଙ୍କ ଧ୍ୟାନ କରନ୍ତୁ । ଏଭଳି କରିବା ଦ୍ୱାରା ମାତାଙ୍କ ଆର୍ଶିବାଦ ପ୍ରାପ୍ତ ହେବ ।

Leave ଶୁକ୍ରବାର କରନ୍ତୁ ମା’ଲକ୍ଷ୍ମୀଙ୍କ ପୂଜା, ଦୂର ହେବ ଦରିତ୍ରତା to:

Written by

Read more #atrnews-religionmaalaxmi posts


Best Posts From jreey198

We have not curated any of jreey198's posts yet. But you can encourage our curation team to review posts by visiting them regularly and by referring other readers. Because we give priority to frequently read content.

More Posts From jreey198